ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଜ୍ବାଇଁ ସାହି ଗ୍ରାମର ସ୍ବର୍ଗତ ବଟ ମହାରଣା ଙ୍କ ପରିବାର କୁ ଆଚ୍ଛା ସଂଗଠନ ତରଫରୁ ଆଜି ଶ୍ରୀକାନ୍ତ ମିଶ୍ର , ସୋନାଲି ପ୍ରିୟଦର୍ଶିନୀ, ସମରେନ୍ଦ୍ର ମିଶ୍ର , ମାନସ ଦାସ ଓ ସତ୍ୟଜିତ ସେନାପତିଙ୍କ ସହଯୋଗରେ ବସ୍ତ୍ର ଓ ଟ ୬୦୦୦ ଙ୍କା ଯୋଗାଇ ଦିଆଯାଇଛି । ତାଙ୍କର ଏକ ମାତ୍ର ୨୪ ବର୍ଷର ପୁତ୍ର ଆକ୍ସିଡେଣ୍ଟରେ ନିଜର ଗୋଡ଼ ହରାଇ ପଙ୍ଗୁ ହୋଇଯାଇଛନ୍ତି ତଥାପି ସେ ତାଙ୍କ ପରିବାର ପାଇଁ ସଂଗ୍ରାମ ଜାରି ରଖିଛନ୍ତି ।
You May Also Like

ଆଚ୍ଛା ସଙ୍ଗଠନ ପକ୍ଷରୁ ରାସ୍ତାମଝିର ଶୋଇଥିବା କିଛ ଅସହାୟ ବାସହରାମାନଙ୍କୁ ଖାଦ୍ୟ ବଣ୍ଟନ

mail@isolutionindia.inMay 18, 2023
Activities

ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି

mail@isolutionindia.inJanuary 9, 2023
Activities

ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର

mail@isolutionindia.inJanuary 9, 2023