ଆଚ୍ଛା ସଙ୍ଗଠନ ପକ୍ଷରୁ କେନ୍ଦୁଝର ଜିଲ୍ଲା ବୀରଗୋବିନ୍ଦପୁର୍ ପଞ୍ଚାୟତ ବୀରଗୋବିନ୍ଦପୁର୍ ଗାଁ କୁ ଆଦର୍ଶ ଗ୍ରାମ ଭାବରେ ଗ୍ରହଣ କରିବା ପରେ ଅଞ୍ଚଳରେ ହେଉଥିବା ଦୁର୍ନୀତି ବିରୋଧରେ ସମାଧାନ ପାଇଁ ଘଷିପୁରା ବ୍ଲକର ବିଡ଼ିଓ ଅସିତ କୁମାର ମହାନ୍ତି ସାର ଏବଂ ଏବିଡ଼ିଓ ମେନକା ମାରାଣ୍ଡି ମ୍ୟାଡମଙ୍କ ସହ ଆଲୋଚନା କରିଥିଲେ ଆମ ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ, ସଙ୍ଗଠନର ପ୍ରଦେଶ ସମ୍ପାଦକ ଶ୍ରୀକାନ୍ତ ମିଶ୍ର, ରାଜ୍ୟ ପଦାଧିକାରୀ ପ୍ରଣୟ ମହାପାତ୍ର, ଜିଲ୍ଲା ପ୍ରତିନିଧି ମାନସ ପାତ୍ର, ଘଷିପୁରା ବ୍ଲକ ସଭାପତି ସମରେନ୍ଦ୍ର ମିଶ୍ର ପ୍ରଭୃତି ।
Activities
ଆଚ୍ଛା ସଙ୍ଗଠନ ପକ୍ଷରୁ କେନ୍ଦୁଝର ଜିଲ୍ଲା ବୀରଗୋବିନ୍ଦପୁର୍ ପଞ୍ଚାୟତରେ ହେଉଥିବା ଦୁର୍ନୀତି ବିରୋଧରେ ସମାଧାନ ପାଇଁ ଘଷିପୁରା ବ୍ଲକର ବିଡ଼ିଓ ଏବଂ ଏବିଡ଼ିଓଙ୍କ ସହ ଆଲୋଚନା
Previous Postଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ରକ୍ତ ଭଣ୍ଡାର ଠାରେ ଅସହାୟ ଗର୍ଭବତୀ ମହିଳା କୁସୁମ ନାୟକ ଏବଂ ମୀରା ରାଣୀ ସାମଲଙ୍କ ପାଇଁ ଆଚ୍ଛା ସଙ୍ଗଠନର ସମରେନ୍ଦ୍ର ମିଶ୍ର ଭାଇ ଓ ସୁରେନ୍ଦ୍ର ପାତ୍ର ଭାଇ ରକ୍ତ ଦାନ କରୁଥିବା ମୁହୂର୍ତ୍ତରେ କିଛି ଦୃଶ୍ୟ ।
Next Postକେନ୍ଦୁଝର : କେଡେ ବିଚିତ୍ର ଏ ଦୁନିଆ। ଏଠି ନିଆଁ, ପାଣି ଭଳି ପ୍ରାକୃତିକ ବିପର୍ଯ୍ୟୟ ଆଗରେ ହାର ମାନିଯାଏ ମଣିଷ ସମାଜ । ଅଦିନର ଝଡ଼ ଭଳି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବାନାରାୟନପୁର ଗ୍ରାମର ପାଞ୍ଚ ପରିବାର ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ ବେସାହାରା ହୋଇପଡିଛନ୍ତି । ଉକ୍ତ ପରିବାର ମାନଙ୍କୁ ସହାୟତାର ହାତ ବଢ଼ିଛନ୍ତି
You May Also Like
Activities
ଆଚ୍ଛା ସଙ୍ଗଠନ ପକ୍ଷରୁ ରାସ୍ତାମଝିର ଶୋଇଥିବା କିଛ ଅସହାୟ ବାସହରାମାନଙ୍କୁ ଖାଦ୍ୟ ବଣ୍ଟନ
mail@isolutionindia.inMay 18, 2023
Activities
ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି
mail@isolutionindia.inJanuary 9, 2023
Activities
ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର
mail@isolutionindia.inJanuary 9, 2023