କଟକ ଜିଲ୍ଲାର ଆଚ୍ଛା ସଙ୍ଗଠନ ଦାୟିତ୍ୱରେ ଥିବା ପ୍ରମୁଖ ସଦସ୍ୟ ସଦସ୍ୟାଙ୍କ ସହ ପ୍ରଦେଶ ସଭାପତିଙ୍କ ର ସାଂଗଠାନିକ ଆଲୋଚନା ଅନୁଷ୍ଠିତ ହୋଇଛି । ଆଗାମୀ ଦିନରେ କିପରି କଟକ ଜିଲ୍ଲାରେ ସମସ୍ତ ସଦସ୍ୟ ମାନଙ୍କ ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉନ୍ନତି ମୂଳକ କାର୍ଯ୍ୟ ହେବ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢେଇ ଜୋରଦାର କରିବା ବାବଦରେ ଆଲୋଚନା ହୋଇଥିଲା ।
Previous Postକୁନି ପୁଅ ଶ୍ୟାମ ଓ କୁନି ଝିଅ ଶିବାନୀର ଆଚ୍ଛା ସଂଗଠନ ପ୍ରତି ଥିବା ଭଲପାଇବା ପାଇଁ କିଛି ଚିତ୍ର ସେମାନେ ତାଙ୍କ ତୂଳୀରେ ଆଙ୍କି ଆମକୁ ପ୍ରଦାନ କରିଛନ୍ତି । ଆଚ୍ଛା ସଙ୍ଗଠନ ତରଫରୁ ସେମାନଙ୍କର ଉଜ୍ବଳ ଭବିଷ୍ୟତ ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପର୍ଥାନ କରୁଆଛୁଁ
Next Postଆଜି ମାତୃଭାଷା ଦିବସରେ ଆଚ୍ଛା ସଙ୍ଗଠନର ବାଲେଶ୍ୱର କାର୍ଯ୍ୟାଳୟ ଆମ ଭାଷା, ସାହିତ୍ୟ,ସଂସ୍କୃତି ଉପରେ ଆଲୋଚନା ।
You May Also Like
Activities
ଆଚ୍ଛା ସଙ୍ଗଠନ ପକ୍ଷରୁ ରାସ୍ତାମଝିର ଶୋଇଥିବା କିଛ ଅସହାୟ ବାସହରାମାନଙ୍କୁ ଖାଦ୍ୟ ବଣ୍ଟନ
mail@isolutionindia.inMay 18, 2023
Activities
ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି
mail@isolutionindia.inJanuary 9, 2023
Activities
ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର
mail@isolutionindia.inJanuary 9, 2023