୧୦୦ ପ୍ରତିଶତ ଦୃଷ୍ଟିଶକ୍ତି ହରାଇ ବିକଳାଙ୍ଗ ପ୍ରମାଣ ପତ୍ର ରଖିଥିବା ଶ୍ୟାମ ଦଳାଇଙ୍କ ପରିବାର ରହିବା ପାଇଁ ସରକାରୀ ଯୋଜନାରେ ବାସଗୃହ ଟିଏ ପାଇନଥିବା ବେଳେ ସେ ଜଣେ ଭଲ ବାଦ୍ୟଶିଳ୍ପି ହୋଇଥିଲେ ହେଁ ତାଙ୍କୁ ତାଙ୍କ ବାଦ୍ୟଯନ୍ତ୍ର ସଜାଡ଼ିବା ପାଇଁ କିମ୍ବା ତାଙ୍କୁ ସସକ୍ତ କରିବା ପାଇଁ ଏବଂ ତାଙ୍କ କଳାର ପ୍ରତ୍ସାହାନ ପାଇଁ କୌଣସି ସରକାରୀ ସହଯୋଗ ମିଳି ପାରି ନାହିଁ । ସରକାର ଏଥିପ୍ରତି ଦୃଷ୍ଟି ଦେଇ ତାଙ୍କୁ ସଶକ୍ତ କରାଇଲେ ଉକ୍ତ ପରିବାର ସଶକ୍ତ ହୋଇପାରିବ ।
Activities
୧୦୦ ପ୍ରତିଶତ ଦୃଷ୍ଟିଶକ୍ତି ହରାଇ ବିକଳାଙ୍ଗ ପ୍ରମାଣ ପତ୍ର ରଖିଥିବା ଶ୍ୟାମ ଦଳାଇଙ୍କ ପରିବାରକୁ ଆଚ୍ଛା ସଂଗଠନର ସହାୟତା
You May Also Like
Activities
ଆଚ୍ଛା ସଙ୍ଗଠନ ପକ୍ଷରୁ ରାସ୍ତାମଝିର ଶୋଇଥିବା କିଛ ଅସହାୟ ବାସହରାମାନଙ୍କୁ ଖାଦ୍ୟ ବଣ୍ଟନ
mail@isolutionindia.inMay 18, 2023
Activities
ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି
mail@isolutionindia.inJanuary 9, 2023
Activities
ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର
mail@isolutionindia.inJanuary 9, 2023