ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଜ୍ବାଇଁ ସାହି ଗ୍ରାମର ସ୍ବର୍ଗତ ବଟ ମହାରଣା ଙ୍କ ପରିବାର କୁ ଆଚ୍ଛା ସଂଗଠନ ତରଫରୁ ଆଜି ଶ୍ରୀକାନ୍ତ ମିଶ୍ର , ସୋନାଲି ପ୍ରିୟଦର୍ଶିନୀ, ସମରେନ୍ଦ୍ର ମିଶ୍ର , ମାନସ ଦାସ ଓ ସତ୍ୟଜିତ ସେନାପତିଙ୍କ ସହଯୋଗରେ ବସ୍ତ୍ର ଓ ଟ ୬୦୦୦ ଙ୍କା ଯୋଗାଇ ଦିଆଯାଇଛି । ତାଙ୍କର ଏକ ମାତ୍ର ୨୪ ବର୍ଷର ପୁତ୍ର ଆକ୍ସିଡେଣ୍ଟରେ ନିଜର ଗୋଡ଼ ହରାଇ ପଙ୍ଗୁ ହୋଇଯାଇଛନ୍ତି ତଥାପି ସେ ତାଙ୍କ ପରିବାର ପାଇଁ ସଂଗ୍ରାମ ଜାରି ରଖିଛନ୍ତି ।