ଅସହାୟଙ୍କୁ ସହଯୋଗର ହାତ ବଢାଇଛି ଆଚ୍ଛା ସଙ୍ଗଠନ

ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଦୁଇଟି ଶ୍ରମିକ ପରିବାର ଠିକାଦାରଙ୍କ ଦ୍ଵାରା ଠକେଇର ଶିକାର ହୋଇ ଆଜି ଘଷିପୁରା ବସ ଷ୍ଟାଣ୍ଡ ନିକଟରେ ପହଞ୍ଚିଥିଲେ ; ସେହି ପରିବାରକୁ ଆମ ଆଚ୍ଛା ସଂଗଠନର ପ୍ରଦେଶ ସମ୍ପାଦକ ଶ୍ରୀକାନ୍ତ ମିଶ୍ର, କେନ୍ଦୁଝର ଜିଲ୍ଲା ସଭାପତି ମାନସ ରଞ୍ଜନ ପାତ୍ର ଓ ଘଷିପୁରା ବ୍ଲକ ସଭାପତି ସମରେନ୍ଦ୍ର ମିଶ୍ର ଉକ୍ତ ପାରିବାରର ସଦସ୍ୟଙ୍କ କଥା ପଚାରି ବୁଝିବା ପରେ ସେମାନଙ୍କ ପାଇଁ ରହିବା, ଖାଇବା ଓ କାର୍ଯ୍ୟର ବ୍ୟବସ୍ଥା କରିଥିଲେ ।