ଦିନ ଦ୍ୱିପ୍ରହର ସମୟରେ ପଥିକ ଙ୍କୁ ମାଡ଼ ମାରି ଲୁଟ ଉଦ୍ୟମକୁ ବିଫଳ କରିଛନ୍ତି ଆଚ୍ଛା ସଙ୍ଗଠନର ସଦସ୍ୟ ମାନେ

ବାଲେଶ୍ବର(୨୨/୦୮)- ଆଜି ହଳଦୀପଦା ଠାରେ ଦୁଇ ଜଣ ଅଜଣା ଲୋକଙ୍କୁ ଜଣେ ଅଚିହ୍ନା ଲୋକ ନିଶାଶକ୍ତ ଅବସ୍ଥାରେ ନିଜ ମଟର ସାଇକେଲ ରେ ବାଡେଇ ସେମାନଙ୍କୁ ରୁପ୍ସା ଚିକିତ୍ସାଳୟରେ ଚିକିତ୍ସା କରିବ କହି ସାଙ୍ଗରେ ନେଇ ଆସିଥିଲା ଏବଂ ରୂପସା ପହଞ୍ଚିବା ପରେ ସେ ଦୁଇ ଆହତଙ୍କୁ ବିଭିନ୍ନ ଅସାଳିନ ଭାଷାରେ ଗାଳି ଦେବା ସହ ସେମାନଙ୍କୁ ମାରଧର କରିଥିଲେ,ଏହା ଦେଖି ସେଠାରେ ଉପସ୍ଥିତ ଥିବା ଆଚ୍ଛା ସଂଗଠନର ସଦସ୍ୟ ଶିବ ଶଙ୍କର ପଟ୍ଟନାୟକ, ତପନ ବର୍ ଏବଂ ନରହରି ବର୍ ସେମାନଙ୍କୁ ରୂପସା ଚିକିତ୍ସାଳୟ ନେଇ ନିଜସ୍ଵ ଖର୍ଚ୍ଚରେ ଚିକିତ୍ସା କରିବା ସହିତ ସେମାନଙ୍କୁ ନିଜ ସ୍ଥାନରେ ଛାଡିଥିଲେ।