ଆଚ୍ଛା ସଙ୍ଗଠନ ପକ୍ଷରୁ ଯୁବପିଢ଼ି ମାନଙ୍କ ଦ୍ଵାରା ବୈଠକ ଅନୁଷ୍ଠିତ

ବାଲେଶ୍ୱର(୧୦/୦୯) : ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଆଚ୍ଛା ଦୁର୍ନୀତି ବିରୋଧରେ ଲଢ଼େଇକୁ ଜୋରଦାର କରିବା ପାଇଁ ତୃଣମୂଳ ସ୍ତରରେ ଯୁବପିଢ଼ି ମାନଙ୍କୁ ଏକତ୍ରିତ କରି ଅସହାୟ ଲୋକଙ୍କ ସ୍ୱର ସାଯିବାରେ ନିଜକୁ ନିୟୋଜିତ କରିଛି । ଆଜି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କୁମ୍ଭୀରଗଡି ଠାରେ ଆଚ୍ଛା ସଙ୍ଗଠନର ଯୁବବନ୍ଧୁ ମାନଙ୍କ ଦ୍ୱାରା ବୈଠକ ଅନୁଷ୍ଠିତ ହୋଇଛି ।