ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଦୁଇଟି ଶ୍ରମିକ ପରିବାର ଠିକାଦାରଙ୍କ ଦ୍ଵାରା ଠକେଇର ଶିକାର ହୋଇ ଆଜି ଘଷିପୁରା ବସ ଷ୍ଟାଣ୍ଡ ନିକଟରେ ପହଞ୍ଚିଥିଲେ ; ସେହି ପରିବାରକୁ ଆମ ଆଚ୍ଛା ସଂଗଠନର ପ୍ରଦେଶ ସମ୍ପାଦକ ଶ୍ରୀକାନ୍ତ ମିଶ୍ର, କେନ୍ଦୁଝର ଜିଲ୍ଲା ସଭାପତି ମାନସ ରଞ୍ଜନ ପାତ୍ର ଓ ଘଷିପୁରା ବ୍ଲକ ସଭାପତି ସମରେନ୍ଦ୍ର ମିଶ୍ର ଉକ୍ତ ପାରିବାରର ସଦସ୍ୟଙ୍କ କଥା ପଚାରି ବୁଝିବା ପରେ ସେମାନଙ୍କ ପାଇଁ ରହିବା, ଖାଇବା ଓ କାର୍ଯ୍ୟର ବ୍ୟବସ୍ଥା କରିଥିଲେ ।
You May Also Like

ଆଚ୍ଛା ସଙ୍ଗଠନ ପକ୍ଷରୁ ରାସ୍ତାମଝିର ଶୋଇଥିବା କିଛ ଅସହାୟ ବାସହରାମାନଙ୍କୁ ଖାଦ୍ୟ ବଣ୍ଟନ

mail@isolutionindia.inMay 18, 2023
Activities

ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି

mail@isolutionindia.inJanuary 9, 2023
Activities

ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର

mail@isolutionindia.inJanuary 9, 2023