Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

କଟକ (୧୯/୧୦) : ଆଚ୍ଛା ସଙ୍ଗଠନର ପ୍ରଦେଶ ଉପ ସଭାନେତ୍ରୀ ଝୁନାରାଣୀ ଘଡେଇଙ୍କ ନେତୃତ୍ୱରେ ସତ୍ୟଜିତ ସେନାପତି, ମାନସ ଦାସ, ପ୍ରତାପ ସାହୁ, ଚନ୍ଦନ ରାଉତ ପ୍ରବୃତ୍ତି କଟକ ତୁଳସୀପୁରର ସିଦ୍ଧେଶ୍ୱର ସାହି ସ୍ଥିତ ଆଶୀର୍ବାଦ ବୃଦ୍ଧାଶ୍ରମ ପରିଦର୍ଶନ କରି କିଛି ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇବା ସହ ସେମାନଙ୍କୁ ଆଗାମୀ ଦିନରେ ଅଧିକ ସହାୟତା ଯୋଗାଇ ଦେବାକୁ ଚେଷ୍ଟା କରିବାର ପ୍ରତିଶ୍ରୁତି ଦେଇଛନ୍ତି । ଆଶ୍ରମର ବୃଦ୍ଧ ବ୍ୟକ୍ତି ମାନେ ଆଚ୍ଛା ସଙ୍ଗଠନର ପିଲାମାନଙ୍କୁ ସ୍ନେହ ଆଦର କରିବା ସହ ଖୁବ ଆନନ୍ଦିତ ହୋଇଥିଲେ ।

Leave a Reply