ଆଚ୍ଛା ସଙ୍ଗଠନ ପକ୍ଷରୁ କେନ୍ଦୁଝର ଜିଲ୍ଲା ବୀରଗୋବିନ୍ଦପୁର୍ ପଞ୍ଚାୟତ ବୀରଗୋବିନ୍ଦପୁର୍ ଗାଁ କୁ ଆଦର୍ଶ ଗ୍ରାମ ଭାବରେ ଗ୍ରହଣ କରିବା ପରେ ଅଞ୍ଚଳରେ ହେଉଥିବା ଦୁର୍ନୀତି ବିରୋଧରେ ସମାଧାନ ପାଇଁ ଘଷିପୁରା ବ୍ଲକର ବିଡ଼ିଓ ଅସିତ କୁମାର ମହାନ୍ତି ସାର ଏବଂ ଏବିଡ଼ିଓ ମେନକା ମାରାଣ୍ଡି ମ୍ୟାଡମଙ୍କ ସହ ଆଲୋଚନା କରିଥିଲେ ଆମ ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ, ସଙ୍ଗଠନର ପ୍ରଦେଶ ସମ୍ପାଦକ ଶ୍ରୀକାନ୍ତ ମିଶ୍ର, ରାଜ୍ୟ ପଦାଧିକାରୀ ପ୍ରଣୟ ମହାପାତ୍ର, ଜିଲ୍ଲା ପ୍ରତିନିଧି ମାନସ ପାତ୍ର, ଘଷିପୁରା ବ୍ଲକ ସଭାପତି ସମରେନ୍ଦ୍ର ମିଶ୍ର ପ୍ରଭୃତି ।