Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ବାଲେଶ୍ୱର (୦୫.୦୬.୨୦୨୦)- ବାଲେଶ୍ୱର ଜିଲ୍ଲାରେ ନୁତନ କରି ଆରକ୍ଷୀ ଅଧିକ୍ଷକ ଭାବେ ଶ୍ରୀ ସୁଧାଂଶୁ ଶେଖର ମିଶ ଦାଇତ୍ୱ ଗ୍ରହଣ କରିବା ପରେ ବିଭିନ୍ନ ମହଲରୁ ତାଙ୍କୁ ସ୍ୱାଗତର ସୁଅ ଛୁଟି ଆସିଛି । ସାମଜିକ ସଙ୍ଗଠନ ଆଚ୍ଛା ପକ୍ଷରୁ ସଙ୍ଗଠନର ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଣଜିତ୍ କୁମାର ପୃଷ୍ଟି, ମେଡିକାଲ କୋଡିନେଟର ଉଦୟ ଭାନୁ ନାୟକ, ସଂଜଯୋକ ରାକେଶ କୁମାର ଶିଅଲ, ସଂଜଯିକା ସୌମ୍ୟା ସ୍ୱରୁପା ଦାସ, ମୋନାଲିଶା ମହାନ୍ତି, ନମିତା ପାତ୍ର ପ୍ରଭୃତି ଯାଇ ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶଙ୍କୁ ସୌଜନ୍ୟ ମୂଳକ ସକ୍ଷାତ କରିବା ସହ ଜିଲ୍ଲାର ବିଭିନ୍ନ ସମସ୍ୟା ବବଦରେ ଅବଗତ କରଇଥିଲେ । ଏଥିସହ ପୁଷ୍ପଗୁଚ୍ଛ ପ୍ରଦାନ କରି ଆରକ୍ଷୀ ଅଧିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

Leave a Reply