Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

କଟକ ଜିଲ୍ଲାର ଆଚ୍ଛା ସଙ୍ଗଠନ ଦାୟିତ୍ୱରେ ଥିବା ପ୍ରମୁଖ ସଦସ୍ୟ ସଦସ୍ୟାଙ୍କ ସହ ପ୍ରଦେଶ ସଭାପତିଙ୍କ ର ସାଂଗଠାନିକ ଆଲୋଚନା ଅନୁଷ୍ଠିତ ହୋଇଛି । ଆଗାମୀ ଦିନରେ କିପରି କଟକ ଜିଲ୍ଲାରେ ସମସ୍ତ ସଦସ୍ୟ ମାନଙ୍କ ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉନ୍ନତି ମୂଳକ କାର୍ଯ୍ୟ ହେବ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢେଇ ଜୋରଦାର କରିବା ବାବଦରେ ଆଲୋଚନା ହୋଇଥିଲା ।

Leave a Reply