ବାଲେଶ୍ବର(୨୨/୦୮)- ଆଜି ହଳଦୀପଦା ଠାରେ ଦୁଇ ଜଣ ଅଜଣା ଲୋକଙ୍କୁ ଜଣେ ଅଚିହ୍ନା ଲୋକ ନିଶାଶକ୍ତ ଅବସ୍ଥାରେ ନିଜ ମଟର ସାଇକେଲ ରେ ବାଡେଇ ସେମାନଙ୍କୁ ରୁପ୍ସା ଚିକିତ୍ସାଳୟରେ ଚିକିତ୍ସା କରିବ କହି ସାଙ୍ଗରେ ନେଇ ଆସିଥିଲା ଏବଂ ରୂପସା ପହଞ୍ଚିବା ପରେ ସେ ଦୁଇ ଆହତଙ୍କୁ ବିଭିନ୍ନ ଅସାଳିନ ଭାଷାରେ ଗାଳି ଦେବା ସହ ସେମାନଙ୍କୁ ମାରଧର କରିଥିଲେ,ଏହା ଦେଖି ସେଠାରେ ଉପସ୍ଥିତ ଥିବା ଆଚ୍ଛା ସଂଗଠନର ସଦସ୍ୟ ଶିବ ଶଙ୍କର ପଟ୍ଟନାୟକ, ତପନ ବର୍ ଏବଂ ନରହରି ବର୍ ସେମାନଙ୍କୁ ରୂପସା ଚିକିତ୍ସାଳୟ ନେଇ ନିଜସ୍ଵ ଖର୍ଚ୍ଚରେ ଚିକିତ୍ସା କରିବା ସହିତ ସେମାନଙ୍କୁ ନିଜ ସ୍ଥାନରେ ଛାଡିଥିଲେ।
You May Also Like

ଆଚ୍ଛା ସଙ୍ଗଠନ ପକ୍ଷରୁ ରାସ୍ତାମଝିର ଶୋଇଥିବା କିଛ ଅସହାୟ ବାସହରାମାନଙ୍କୁ ଖାଦ୍ୟ ବଣ୍ଟନ

mail@isolutionindia.inMay 18, 2023
Activities

ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି

mail@isolutionindia.inJanuary 9, 2023
Activities

ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର

mail@isolutionindia.inJanuary 9, 2023