Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

#ଆଜି_ନାରୀଙ୍କୁ_ସଲାମ୍_କରୁଛି_ସାରା_ବିଶ୍ୱ ‘ନାରୀ’ ସୃଷ୍ଟିର ଅନନ୍ୟା: କେତେବେଳେ ଦେବୀ ପୁଣି କେତେବେଳେ ମାଆ, କେତେବେଳେ ଝିଅ ତ ପୁଣି କେତେବେଳେ ସ୍ତ୍ରୀ । ମହିଳା ଦିବସରେ ଆଜି ବସ୍ତା ଠାରେ ଜନନୀ ପରିବାର ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଆଚ୍ଛା ସଙ୍ଗଠନ କୁ ସାମିଲ କରାଇଥିବାରୁ #ଜ୍ୟୋତ୍ସ୍ନା ଦିଦିଙ୍କୁ ଅନେକ ଅନେକ ଧନ୍ୟବାଦ …. #महिलादिवस #अंतर्राष्ट्रीय_महिला_दिवस #HappyWomensDay2020

Leave a Reply