ବାବା ଶଙ୍କର ନାଥ କ୍ଲବ, ରସଲପୁର ଦ୍ଵାରା ଆୟୋଜିତ କ୍ରିକେଟ୍ ଟୁର୍ନାମେଣ୍ଟରେ ଆଚ୍ଛା ସଂଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ, ପ୍ରଦେଶ ସମ୍ପାଦକ ରଞ୍ଜିତ କୁମାର ପୃଷ୍ଟି, ଜିଲ୍ଲା ସଭାପତି ବିନୋଦ କୁମାର ମାଝୀ, ରାଜ୍ୟ ସଂଯୋଜକ ରାକେଶ କୁମାର, ଜିଲ୍ଲା ସଂଯୋଜିକା ମିନାକ୍ଷୀ ମହାନ୍ତି ଏବଂ ସରପଞ୍ଚ ସୁଭେଶ ନାୟକ ଆଦି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ।