ମୁସ୍ତାକ ଅଲ୍ଲି ଙ୍କ ନେତୃତ୍ୱରେ “ବାଇରୋଇ ଗାଁ କୁ ଆଦର୍ଶ ଗାଁ” କରିବା ପାଇଁ ଆଚ୍ଛା ସଂଗଠନର ସଦସ୍ୟ ସଦସ୍ୟା ମାନେ ଘରକୁ ଘର ବୁଲି ସର୍ବେକ୍ଷଣ କରୁଥିବା ସମୟରେ ଆଚ୍ଛା ସଙ୍ଗଠନର ରାଜ୍ୟ କମିଟି ପକ୍ଷରୁ ସୋନାଲି ପ୍ରିୟଦର୍ଶିନୀ ଏବଂ କଟକ ଜିଲ୍ଲା କମିଟି ପକ୍ଷରୁ ରଶ୍ମିତା ମହାପାତ୍ର, ସତ୍ୟଜିତ ସେନାପତି ଓ ମାନସ ଦାସ ସାମିଲ ହୋଇଥିଲେ ।
You May Also Like

ଆଚ୍ଛା ସଙ୍ଗଠନ ପକ୍ଷରୁ ରାସ୍ତାମଝିର ଶୋଇଥିବା କିଛ ଅସହାୟ ବାସହରାମାନଙ୍କୁ ଖାଦ୍ୟ ବଣ୍ଟନ

mail@isolutionindia.inMay 18, 2023
Activities

ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି

mail@isolutionindia.inJanuary 9, 2023
Activities

ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର

mail@isolutionindia.inJanuary 9, 2023