ଆଚ୍ଛା ସଙ୍ଗଠନ ପ୍ରତିଷ୍ଠାର ଦିତୀୟ ଜନ୍ମ ବର୍ଷିକ ଉତ୍ସବ ଅବସରରେ ଆଚ୍ଛା ସଙ୍ଗଠନର କେନ୍ଦୁଝର ଜିଲ୍ଲା ଓ କଟକ ଜିଲ୍ଲା କାର୍ଯ୍ୟକର୍ତ୍ତା ମାନଙ୍କ ଉଦ୍ୟମରେ ବାଲେଶ୍ୱର ସଦର ବ୍ଲକ ଅଧିନସ୍ଥ ସାନ ଧନାଡି ଅଞ୍ଚଳର କିଛି ବସ୍ତିରେ ରନ୍ଧା ଖାଦ୍ୟ ଯୋଗାଇ ଦିଆ ଯାଇଛି । ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ, ପ୍ରଦେଶ ସମ୍ପାଦକ ଶ୍ରୀକାନ୍ତ ମିଶ୍ର, ପ୍ରଦେଶ ସଭାନେତ୍ରୀ ସୋନାଲୀ ପ୍ରିୟଦାର୍ଶିନୀ, ରାଜ୍ୟ ସ୍ୱାସ୍ଥ୍ୟ ସଂଯୋଜକ ଉଦୟଭାନୁ ନାୟକ, ବାଲେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଣୟ ମହାପାତ୍ର, ଇତିଶ୍ରୀ ସ୍ୱାଇଁ, ରଶ୍ମିତା ମହାପାତ୍ର, ତେଜଶ୍ୱନୀ ନାୟକ, ସୋନାଲୀ ରାଉତ, ସୌମ୍ୟ ରଞ୍ଜନ ଦାଶ, ରାମ ଚନ୍ଦ୍ର ମାଝୀ, ଦୀପକ ବର୍, ସତ୍ୟଜିତ ସେନାପତି, ମାନସ ଦାସ, ସୁଶମା ବେହେରା, ନିର୍ମଳା ସିଂ, ମାନଓ ଜେନା, ରସ୍ମିତା ଭଟ୍ଟ, ଇଂ ମଳୟ ରଞ୍ଜନ ବେହେରା, ଗୀତାଞ୍ଜଳୀ ମହାନ୍ତି, ସୁଜାତା ଦାସ ପ୍ରଭୃତି ଶତାଧିକ ସଦଶ୍ୟ ସଦଶ୍ୟା ଉପସ୍ଥିତ ଥିଲେ ।
You May Also Like
Activities
ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି
mail@isolutionindia.inJanuary 9, 2023
Activities
ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର
mail@isolutionindia.inJanuary 9, 2023

ଆଚ୍ଛା ସଂଗଠନ ତରଫରୁ ଜଳେଶ୍ବର ବଡ଼ନଗର ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ
mail@isolutionindia.inJanuary 9, 2023