୧୦୦ ପ୍ରତିଶତ ଦୃଷ୍ଟିଶକ୍ତି ହରାଇ ବିକଳାଙ୍ଗ ପ୍ରମାଣ ପତ୍ର ରଖିଥିବା ଶ୍ୟାମ ଦଳାଇଙ୍କ ପରିବାର ରହିବା ପାଇଁ ସରକାରୀ ଯୋଜନାରେ ବାସଗୃହ ଟିଏ ପାଇନଥିବା ବେଳେ ସେ ଜଣେ ଭଲ ବାଦ୍ୟଶିଳ୍ପି ହୋଇଥିଲେ ହେଁ ତାଙ୍କୁ ତାଙ୍କ ବାଦ୍ୟଯନ୍ତ୍ର ସଜାଡ଼ିବା ପାଇଁ କିମ୍ବା ତାଙ୍କୁ ସସକ୍ତ କରିବା ପାଇଁ ଏବଂ ତାଙ୍କ କଳାର ପ୍ରତ୍ସାହାନ ପାଇଁ କୌଣସି ସରକାରୀ ସହଯୋଗ ମିଳି ପାରି ନାହିଁ । ସରକାର ଏଥିପ୍ରତି ଦୃଷ୍ଟି ଦେଇ ତାଙ୍କୁ ସଶକ୍ତ କରାଇଲେ ଉକ୍ତ ପରିବାର ସଶକ୍ତ ହୋଇପାରିବ ।